Текст песни Mohammad Aziz - Kulanandana
0 чел. считают текст песни верным
0 чел. считают текст песни неверным
ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ । ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ । ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ । ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ । ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ । ଆରେ ମୋ ମନ ମୋହନ ଆରେ ମୋ ଜୀବ ଜୀବନ ଆରେ ମୋ ହୃଦ ଚନ୍ଦନ ,ତୋ ବିନା ନାହିଁ ସପନ । ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ । ଏ ଦୁନିଆ ଦିଶେ ସୁନ୍ଦର କେତେବେଳେ ପାଂଚେ ପନ୍ଦର ତୁ ଏକା ସାଖୀ ମୋର ହସ ଲୁହର .....(୨) ଆରେ ମୋ ବଂଶୀ ବଦନ ଆରେ ମୋ ରାଧା ରତନ ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ । ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।ା Смотрите также:Все тексты Mohammad Aziz >>> |
|
Эй, это критическое, моя мебель
Привет, Крибил, мои доски.
Эй, у меня нет ручек сердца
Вы моя жизнь в Terco Sharhes.
Ты мой повторный веду меня-мой-моя спина.
Ты хаде обо мне, как я?
Вернись, когда птицы попадают в летающую песчаную
Гелфес не бросается.
Вернись, когда птицы попадают в летающую песчаную
Гелфес не бросается.
Эй, мой ум, мейди, эй, моя жизнь, жизнь
Привет, мой сердечный рукав, шерсть.
Ты мой, я в дереве твоего тора
Ты мой повторный веду меня-мой-моя спина.
Ты хаде обо мне, как я?
Некоторое время красиво, когда любит твоего друга
Ты моя улыбка, моя улыбка слеза ..... (2)
Эй, мой магазин флейты - мое ограбление
Эй, у моего сердечного нет кустарника.
Ты мой, я в дереве твоего тора
Ты мой повторный веду меня-мой-моя спина.
Ты моя спина, ты мой загрязнение.